ପୁଣି ଅପରିବର୍ତ୍ତିତ ରେପୋ ରେଟ୍

Oct 9, 2024 - 13:42
 0  2
ପୁଣି ଅପରିବର୍ତ୍ତିତ ରେପୋ ରେଟ୍

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍।  ଦଶମ ଥର ପାଇଁ ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ମହଙ୍ଗା ହେବନି ଋଣ, କି ବଢ଼ିବନି ମାସିକ କିସ୍ତି।ଆଜି ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଏହି ସୂଚନା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ।

What's Your Reaction?

like

dislike

love

funny

angry

sad

wow