ପୁଣି ଆସୁଛି ଲଘୁଚାପ 

A new low-pressure area is likely to form again. A cyclonic circulation may develop tomorrow over the northern Bay of Bengal and adjoining coastal Bangladesh and West Bengal. Under its influence, there is a possibility of the formation of a low-pressure area within the next 24 hours. As a result, rainfall is expected in various parts of Odisha till June 4.

Jun 28, 2025 - 13:48
 0  2
ପୁଣି ଆସୁଛି ଲଘୁଚାପ 

ପୁଣି ଆସୁଛି ଲଘୁଚାପ  ।  ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ତଥା ସଂଲଗ୍ନ ଉପକୂଳ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି  ସମ୍ଭାବନା ।   ଫଳରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବର୍ଷା । 

What's Your Reaction?

like

dislike

love

funny

angry

sad

wow