ପୁଣି ବଢ଼ିଛି ସୁନା ରୁପା ଦର

Feb 4, 2026 - 14:41
 0  2
ପୁଣି ବଢ଼ିଛି ସୁନା ରୁପା ଦର

କ୍ରମାଗତ ହ୍ରାସ ପରେ ବୁଧବାର ପୁଣି ବଢ଼ିଛି ସୁନା ଓ ରୁପା ଦର। ୧୦ ଗ୍ରାମ ପିଛା ୬ ହଜାର ୬୬୦ ଟଙ୍କା ବୃଦ୍ଧି ପାଇଛି ୨୪ କ୍ୟାରେଟ ସୁନା ଦର। ଫଳରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ରହିଛି ୧ ଲକ୍ଷ ୬୦ ହଜାର ୫୩୦ ଟଙ୍କା। ସେହିପରି  ୧୦ ଗ୍ରାମ ପିଛା ୬ ହଜାର ୫୦ ଟଙ୍କା ବୃଦ୍ଧି ହୋଇ ୧ ଲକ୍ଷ ୪୭ ହଜାର ୧୫୦ ଟଙ୍କାରେ ପହଞ୍ଚିଛି ୨୨ କ୍ୟାରେଟ ସୁନା ଦର। ଏହାସହ ରୁପା କେଜି ପିଛା ୨୦ ହଜାର ବଢ଼ି ହୋଇଛି ୩ ଲକ୍ଷ ୨୦ ହଜାର ଟଙ୍କା।

What's Your Reaction?

like

dislike

love

funny

angry

sad

wow