ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି

Despite extensive high-level efforts from both sides for a BJD-BJP alliance in the 2024 General Elections, Manmohan Samal chose to fight the election solo without any alliance. He was deeply convinced that by the end of 2023, the BJD had significantly lost its popularity, and the public was yearning for a revolutionary change. The top leadership of the BJP accepted Manmohan’s advice and proposal, which resulted in the party achieving an unprecedented success, creating history. Some of Manmohan’s key strategies and decisive moves proved powerful enough to bring victory to the party and form a government. It was solely due to this reason that the BJP leadership felt compelled to appoint Manmohan Samal as the State President — a decision that is considered highly justified. It was already evident that he would become the BJP State President, as he filed the nomination as the sole candidate.

Jul 7, 2025 - 18:01
 0  12
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି

୨୦୨୪ ସାଧାରଣ ନିର୍ଭାଚନ ପାଇଁ ବିଜେଡି-ବିଜେପି ମେଣ୍ଟ ପାଇଁ ଉଭୟ ପକ୍ଷରୁ ସର୍ବୋଚ୍ଚ ସ୍ତରରେ ବହୁ ଉଦ୍ୟମ ଚାଲିବା ସତ୍ୱେ ଏକାକୀ ମନମୋହନ ଅଡ଼ି ବସିଥିଲେ ବିନା ମେଣ୍ଟରେ ନିର୍ବାଚନ ଲଢ଼ିବା ପାଇଁ l କାରଣ ତାଙ୍କର ସମ୍ପୂର୍ଣ ହୃଦବୋଧ ହୋଇଥିଲା ଯେ ୨୦୨୩ ଶେଷ ସୁଦ୍ଧା ବିଜେଡି ଅତିଶୟ ଭାବରେ ନିଜର ଲୋକପ୍ରିୟତା ହରାଇ ସାରିଥିଲା ଏବଂ ଲୋକେ ଚାହୁଁଥିଲେ ବୈପ୍ଲବିକ ପରିବର୍ତ୍ତନ l ବିଜେପି ଦଳର ସର୍ବୋଚ୍ଚ କତୃପକ୍ଷ ମନମୋହନଙ୍କ ଉପଦେଶ-ପ୍ରସ୍ତାବକୁ ମାନି ନେଇଥିଲେ ଏବଂ ଫଳତଃ ଦଳ ଅଭୁତପୁର୍ବ ସଫଳତା ହାସଲ କରି ଇତିହାସ ସୃଷ୍ଟି କଲା l ମନମୋହନଙ୍କ କେତୋଟି ଅମୋଘ ଅସ୍ତ୍ର ତଥା ଗୋଟି ଚାଳନା ଦଳକୁ ଜିତାଇ ସରକାର ଗଡିବାକୁ ସମର୍ଥ ହେଲା lକେବଳ ସେହି କାରଣରୁ ମନମୋହନଙ୍କୁ ପୁଣି  ବିଜେପି ପୁରୋଧା ମାନେ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି କରିବାକୁ ବାଧ୍ୟ ହୋଇଛନ୍ତି ଯାହାକି ଅତ୍ୟନ୍ତ ଯଥାର୍ଥ ପଦକ୍ଷେପ ମଧ୍ୟ । କହିବା ବାହୁଲ୍ୟ ଯେ ଏକମାତ୍ର ପ୍ରାର୍ଥୀ ଭାବେ  ନାମାଙ୍କନ ଭରି ସେ  ବିଜେପି ରାଜ୍ୟ ସଭାପତି ହେବା  ସ୍ପଷ୍ଟ ହୋଇସାରିଥିଲା।

What's Your Reaction?

like

dislike

love

funny

angry

sad

wow