ପୁରୀ ବାଣ ବିସ୍ଫୋରଣ , ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

ପୁରୀ ବାଣ ବିସ୍ଫୋରଣ ଘଟଣାରେ ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା । ଗତକାଲି ମୃତ୍ୟୁ ସଂଖ୍ୟା ୯ଥିବାବେଳେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅନ୍ୟ ୧୯ ଜଣ ଚିକିତ୍ସାଧିନ ଥିବା ରହିଛି ସୂଚନା ।
What's Your Reaction?






