ବଢ଼ିବନି ବିଧାୟକଙ୍କ ଦରମା

Mar 26, 2026 - 17:09
 0  1
ବଢ଼ିବନି ବିଧାୟକଙ୍କ ଦରମା

ବିଧାୟକଙ୍କ ଦରମା ବୃଦ୍ଧି ବିଧେୟକ ହେବ ପ୍ରତ୍ୟାହୃତ । ଦରମା ବିଧେୟକ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ । ବିଧେୟକ ପ୍ରତ୍ୟାହାର ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି।ବିଧାନସଭାର ଗତ ଅଧିବେଶନରେ ବିଧାୟକ, ମନ୍ତ୍ରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ବିନା ବିରୋଧରେ ମଧ୍ୟ ପାସ୍‌ ହୋଇଥିଲା ବିଧେୟକ ।

What's Your Reaction?

like

dislike

love

funny

angry

sad

wow