ଭାରତରେ ପୁଣି ବଢୁଛି କରୋନା ସଂକ୍ରମଣ, ଦିଲ୍ଲୀରେ ମାମଲା ସବୁଠୁ ଚିନ୍ତାଜନକ

Coronavirus infections are once again on the rise in India. The virus is spreading from one state to another—moving from Kerala to Karnataka, and from Maharashtra to Delhi. The COVID-19 graph is now trending upwards. According to the latest data released by the Ministry of Health, there are currently 1,009 active COVID-19 cases in the country. This marks the first time in a year that the number of COVID-19 cases has crossed the 1,000 mark in India. Among the states, Delhi is the most concerning, currently reporting 104 active cases.

May 26, 2025 - 16:41
 0  4

ଭାରତରେ ପୁଣି ବଢୁଛି କରୋନା ସଂକ୍ରମଣ। ଦେଶର ଗୋଟିଏ ରାଜ୍ୟକୁ ଆଉ ଗୋଟିଏ ରାଜ୍ୟ ଡେଇଁଚାଲିଛି କରୋନା। କେରଳରୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ, ଏବେ କରୋନାର ଗ୍ରାଫ୍‌ ଉପରମୁହାଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ ଅଛି ମୋଟ ୧୦୦୯ ଜଣ ସକ୍ରିୟ କରୋନା ସଂକ୍ରମଣ ମାମଲା । ବର୍ଷକ ମଧ୍ୟରେ ପ୍ରଥମ ଥର ଦେଶରେ କରୋନା ମାମଲା ୧୦୦୦ କରିଛି ଅତିକ୍ରମ ।ତେବେ ଦିଲ୍ଲୀରେ କରୋନା ମାମଲା ସବୁଠୁ ଚିନ୍ତାଜନକ। ଏଠାରେ ବର୍ତ୍ତମାନ ଅଛନ୍ତି ୧୦୪ ଜଣ ସକ୍ରିୟ କରୋନା ରୋଗୀ ।

What's Your Reaction?

like

dislike

love

funny

angry

sad

wow