ଭୁବନେଶ୍ବର ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ
Another accused has been arrested in the Dhauli minor gang rape case in Bhubaneswar. The Commissionerate Police Special Squad arrested Sagar Jena from the Bargarh area. The gang rape of a minor was reported on the 10th of this month. With Sagar’s arrest, four accused have been taken into custody so far, while one more accused is still absconding.
ଭୁବନେଶ୍ବର ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ। ସାଗର ଜେନାକୁ ବରଗଡ ଅଞ୍ଚଳରୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍। ଗତ ୧୦ ତାରିଖରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ। ଏହି ଘଟଣାରେ ସାଗରକୁ ମିଶାଇ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏବେ ବି ଏହି ମାମଲାରେ ଫେରାର ରହିଛି ଆଉ ଜଣେ ଅଭିଯୁକ୍ତ।
What's Your Reaction?