ଭୁବନେଶ୍ୱରରେ ପହଞ୍ଚିଲେ ମୋଦୀ

Sep 17, 2024 - 12:13
 0  2
ଭୁବନେଶ୍ୱରରେ ପହଞ୍ଚିଲେ ମୋଦୀ

ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ କରାଯାଇଛି  ଭବ୍ୟ ସ୍ୱାଗତ । ଏହାପରେ ପ୍ରଥମେ ଗାଡ଼କଣ ଯାଇ ଆବାସ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି ଘର ଚାବି । ଏଥିସହ ଲେକଙ୍କ ସମସ୍ୟା ବିଷୟରେ କରିଛନ୍ତି ଆଲୋଚନା ।

What's Your Reaction?

like

dislike

love

funny

angry

sad

wow