ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି

Aug 9, 2024 - 12:30
 0  4
ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି

ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ କରାଯାଇଥିବା ମାମଲାରେ ମନୀଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ୧୦ ଲକ୍ଷ ଟଙ୍କା ଜମାନତରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ ପ୍ରତ୍ୟେକ ସୋମବାର ଓ ଗୁରୁବାର ଥାନାରେ ହାଜିରା ଦେବାକୁ ମନୀଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ନିଜର ପାସପୋର୍ଟ ମଧ୍ୟ ଦାଖଲ କରିବାକୁ  ଦିଆଯାଇଛି ନିର୍ଦ୍ଦେଶ।

What's Your Reaction?

like

dislike

love

funny

angry

sad

wow