ମା ଭଦ୍ରକାଳୀ ମନ୍ଦିରରୁ ଚୋରି
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ମନ୍ଦିରରୁ ଚୋରି। ଘୋଡ଼ା ମେଲଣ ଉତ୍ସବ ସରିବା ପରେ ବିଳମ୍ବିତ ରାତିରେ ମାଆଙ୍କ କୋଠ ବାକ୍ସ ଓ ଷ୍ଟୋର ରୁମ୍ ତାଲା ଭାଙ୍ଗି ଚୋରି କରିଛନ୍ତି ଦୁର୍ବୃତ୍ତ। ଏନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।ମାଆଙ୍କ ଘୋଡ଼ା ମେଲଣ ଉତ୍ସବ ପାଇଁ ଦୁଇ ଦିନ ହେବ ଜନଗହଳି ପୂର୍ଣ୍ଣ ଥିଲା ପୀଠ।
What's Your Reaction?