ରାଜଧାନୀ ଭୂବନେଶ୍ୱରରେ ଗଣେଶ ପୂଜାରେ ବାଜିବନି ଡିଜେ

This year, DJ music will not be allowed during Ganesh Puja celebrations in Bhubaneswar, following a similar restriction already in place in Cuttack. However, devotional songs at low volume will be permitted. Commissionerate Police issued the order ahead of the festival.

Aug 26, 2025 - 13:13
 0  7
ରାଜଧାନୀ ଭୂବନେଶ୍ୱରରେ ଗଣେଶ ପୂଜାରେ ବାଜିବନି ଡିଜେ

ଏଥର ରାଜଧାନୀ ଭୂବନେଶ୍ୱରରେ ଗଣେଶ ପୂଜାରେ ବାଜିବନି ଡିଜେ। କଟକ ପରେ ଭୁବନେଶ୍ୱରର ଲାଗୁ ହେଲା କଟକଣା । ଆଗାମୀ ଗଣେଷ ପୂଜାକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛି କମିଶନରେଟ୍‌ ପୋଲିସ । ହେଲେ କମ୍‌ ଶଦ୍ଦରେ ବାଜିପାରିବ ଭକ୍ତି ସଙ୍ଗୀତ ।

What's Your Reaction?

like

dislike

love

funny

angry

sad

wow