ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା
Although there has been a slight rise in the minimum temperature in the state, the cold wave continues unabated. Severe cold along with dense fog has disrupted normal life. From today, the intensity of cold is expected to increase further across the state. According to the Meteorological Department, such conditions are likely to persist for the next seven days. Additionally, a yellow warning for dense fog has been issued for several districts of the state from Thursday until the 29th, for a period of five days.
ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଜାରି ରହିଛି ଶୀତ ଲହରି । ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ କରିପକାଉଛି ଅସ୍ତବ୍ୟସ୍ତ । ଆଜିଠାରୁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡାର ପରିମାଣ। ୭ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଛି ସୂଚନା । ଏଥିସହ ଗୁରୁବାରଠାରୁ ୨୯ ତାରିଖ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାକୁ ପ୍ରବଳ କୁହୁଡ଼ି ନେଇ ଜାରି କରାଯାଇଛି ହଳଦିଆ ସତର୍କତା।
What's Your Reaction?