ରାଜ୍ୟର ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌

Puri, Paradip, Bhubaneswar, and Cuttack will be developed into a Common Economic Zone. Chief Secretary Anu Garg shared this information. By 2027, these cities will be transformed into an economic zone. It is expected that 33% of the state’s economy will come from this region.

Feb 13, 2026 - 15:40
 0  1
ରାଜ୍ୟର ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌

ରାଜ୍ୟର ୪ ସହର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍‌ ଜୋନ୍‌ରେ ହେବ ପରିଣତ ।ଏହି ସୂଚନା ଦେଇଛନ୍ତି ମୂଖ୍ୟ ଶାସନ ସଚିବ ଅନୁ ଗର୍ଗ । ୨୦୨୭ ସୁଦ୍ଧା ଏହି ସହରଗୁଡ଼ିକୁ କରାଯିବ କମନ ଇକୋନୋମିକ ଜୋନ୍‌ । ଏହା ପରଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରତିଶତ ଆସିବ କହିଛନ୍ତି ବୋଲି ଅନୁ ଗର୍ଗ ।



What's Your Reaction?

like

dislike

love

funny

angry

sad

wow