ସାମାଜିକ ଗଣମାଧ୍ଯମ ଉପରେ ଋଷିଆର କଡ଼ା କାର୍ଯ୍ୟାନୁଷ୍ଠାନ
Russia has started imposing restrictions on American social media platforms. After blocking Telegram, the Russian government has also banned popular platforms such as WhatsApp, YouTube, Instagram, and Facebook. As a result, Russian citizens will no longer be able to use these apps. The decision has been taken in the interest of national security. On Wednesday, Russia had already blocked the messaging app Telegram.
ଆମେରିକାର ସାମାଜିକ ଗଣମାଧ୍ଯମ ପ୍ଲାଟଫର୍ମଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛି ରୁଷିଆ। ଟେଲିଗ୍ରାମକୁ ବନ୍ଦ୍ କରିବା ପରେ, ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ ଓ ଫେସବୁକ୍ ଭଳି ଲୋକପ୍ରିୟ ଆମେରିକୀୟ ସାମାଜିକ ଗଣମାଧ୍ଯମ ପ୍ଲାଟଫର୍ମଗୁଡ଼ିକୁ ବନ୍ଦ କରିଛନ୍ତି ରୁଷିଆ ସରକାର। ଏଣିକି ଏହିସବୁ ଲୋକପ୍ରିୟ ଆପ୍ ବ୍ୟବହାର କରିପାରିବେ ନାହିଁ ରୁଷିଆବାସୀ ।ବୁଧବାର ଦିନ, ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମକୁ ବନ୍ଦ୍ କରିଥିଲା ରୁଷିଆ ।ଅନ୍ତର୍ଜାତୀୟ ଗଣମାଧ୍ଯମ ସଂଗଠନଗୁଡ଼ିକୁ ମଧ୍ୟ କରାଯାଛି ବନ୍ଦ୍। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ଏପରି ନିଷ୍ପତ୍ତି ।
What's Your Reaction?