୧୪ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟା ପାଣି

Aug 4, 2024 - 16:25
 0  2
୧୪ଟି ଗେଟ୍‌ ଦେଇ  ହୀରାକୁଦ  ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟା ପାଣି

ଉପରେ ମୁଣ୍ଡରେ ବଢୁଛି ହୀରାକୁଦ ଜଳସ୍ତର । ବର୍ତ୍ତମାନ ୧୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା ଜଳ ପ୍ରବେଶର ମାତ୍ରା ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ହୀରାକୁଦର ୬ଟି ଗେଟ୍‌ ଖୋଲା ଥିବା ବେଳେ ଦୁଇଟି ପର୍ଯ୍ୟାୟରେ ପୁଣି ୮ଟି ଗେଟ୍‌ ଖୋଲାଯାଇ ସାରିଛି। ଯାହା ଫଳରେ ବର୍ତ୍ତମାନ ମୋଟ ୧୪ଟି ଗେଟ୍‌ ଦେଇ ନିଷ୍କାସନ କରାଯାଉଛି।

What's Your Reaction?

like

dislike

love

funny

angry

sad

wow