୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

Jan 18, 2025 - 19:11
 0  2
୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ

୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ।ଏଥିରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିବାବେଳେ ଉପଅଧିନାୟକ ଦାୟିତ୍ୱରେ ରହିବେ ଶୁଭମନ ଗିଲ୍‌ ।ସେହିପରି ୧୫ ମାସ ପରେ ଦଳକୁ ଫେରିଛନ୍ତି ଭାରତୀୟ ଦଳର ତାରକା ବୋଲର୍‌ ମହମ୍ମଦ ସାମି । ସବୁଠୁ ବଡ଼ କଥା ହେଉଛି ଯଶପ୍ରୀତ ବୁମରାଙ୍କୁ ମଧ୍ୟ ଦଳରେ କରାଯାଇଛି ସାମିଲ ।ଏହାଛଡ଼ା ଦଳରେ ସାମିଲ୍ ଅଛନ୍ତି ବିରାଟ କୋହଲି, ଲୋକେଶ ରାହୁଲ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ତ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ।

 

What's Your Reaction?

like

dislike

love

funny

angry

sad

wow