୪ ପୋଲିସ କର୍ମଚାରୀଙ୍କର ହେବ ମିଛଧରା ପରୀକ୍ଷା

Sep 27, 2024 - 13:52
 0  2
୪ ପୋଲିସ କର୍ମଚାରୀଙ୍କର ହେବ ମିଛଧରା ପରୀକ୍ଷା

ଭରତପୁର ଥାନା ବିବାଦ ଘଟଣାରେ ନୀଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ଯ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ବି ହେବ ମିଛଧରା ପରୀକ୍ଷା । ସେମାନଙ୍କର ପଲିଗ୍ରାଫ ପରୀକ୍ଷା ପାଇଁ ଅଦାଲତରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଏହା ସହ ଆବଶ୍ଯକସ୍ଥଳେ କରାଯିବ  ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ପରୀକ୍ଷା । ଏଥିପାଇଁ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ମଗାଯାଇଛି ସହମତି । ଖୁବଶୀଘ୍ର ଏନେଇ ଆସିବ ଅଦାଲତଙ୍କ ନିଷ୍ପତ୍ତି । ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଲେ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ଶୈଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ।

What's Your Reaction?

like

dislike

love

funny

angry

sad

wow