ଏଣିକି ଟ୍ୟାବ୍‌ରେ ପ୍ରଶ୍ନୋତ୍ତର, ପ୍ରସ୍ତାବ ପଢ଼ିବେ ବିଧାୟକ

ଏଣିକି ଟ୍ୟାବ୍‌ରେ ପ୍ରଶ୍ନୋତ୍ତର, ପ୍ରସ୍ତାବ ପଢ଼ିବେ ବିଧାୟକ

ବିଧାନସଭାରେ ଲାଗିଲା ଟ୍ୟାବ୍। ଏଣିକି କାଗଜ ପରିବର୍ତ୍ତେ ଟ୍ୟାବ୍‌ରେ ପ୍ରଶ୍ନୋତ୍ତର, ପ୍ରସ୍ତାବ ପଢ଼ିବେ ବିଧାୟକ। ୧୪୭ ବିଧାୟକଙ୍କ ଟେବଲ୍‌ରେ ଲାଗିଛି ଏହି ଟ୍ୟାବ୍‌।ସୂଚନାଯୋଗ୍ୟ, ଗୁରୁବାର ଠାରୁ ବିଧାନସଭାରେ ହେବ ବଜେଟ ଅଧିବେଶନ। ଏନେଇ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ ।  ଏଥର ଦୁଇଟି ପର୍ୟ୍ୟାୟରେ ବଜେଟ ଅଧିବେଶନ ହେବ ବୋଲି ମିଳିଛି ସୂଚନା ।