ଗୁପ୍‌ଚୁପ୍ ଖାଉଥିଲେ ହେବେ କର୍କଟରେ ପିଡ଼ୀତ

Jul 1, 2024 - 15:21
 0  2
ଗୁପ୍‌ଚୁପ୍ ଖାଉଥିଲେ ହେବେ କର୍କଟରେ ପିଡ଼ୀତ

ଗୁପ୍‌ଚୁପ୍ ଖାଉଥିଲେ ହୋଇଯାଆନ୍ତୁ ସତର୍କ ,ନହେଲେ ହୋଇପାରନ୍ତି କର୍କଟରେ ପିଡ଼ୀତ । ଗୁପଚୁପରେ କ୍ୟାନ୍ସର ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ମିଳିଛି କର୍ଣ୍ଣାଟକରେ। ଏଫଏସଏସଏଆଇ ଯେତେବେଳେ ବେଙ୍ଗାଲୁରୁରେ ଗୁପଚୁପ ପରୀକ୍ଷା କରିଥିଲା , ଏଥିରେ ମିଳିଥିଲା କୃତ୍ରିମ ରଙ୍ଗ ଏବଂ କର୍କଟ ସୃଷ୍ଟି କରୁଥିବା କେମିକାଲ । ଏଫଏସଏସଏଆଇ ଗୁପଚୁପ ନମୁନାରେ ସନ୍ ସେଟ୍ ୟେଲୋ, ବ୍ରିଲିଏଣ୍ଟ ବ୍ଲୁ ଏବଂ ଟେଟ୍ରା ଜାନ ଭଳି ରାସାୟନିକ ପଦାର୍ଥ ପାଇଛି । ଡାକ୍ତରଙ୍କ କହିବାନୁସାରେ, ଏହି କୃତ୍ରିମ ରଙ୍ଗଗୁଡ଼ିକ ପେଟ ବ୍ୟଥାଠାରୁ ଆରମ୍ଭ କରି ହୃଦଘାତ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ, ଏହା ବ୍ୟତୀତ ଏହା ଅଟୋମ୍ୟୁମ୍ୟୁନ୍ ନାମକ ଏକ ରୋଗ ମଧ୍ୟ ସୃଷ୍ଟି କରିପାରେ ।

What's Your Reaction?

like

dislike

love

funny

angry

sad

wow