ଦିଶା ସାଲିଆନ୍ ମୃତ୍ୟୁ ମାମଲା: ତଦନ୍ତ ତଦାରଖ କରିବେ ସିବିଆଇ ଅଧିକାରୀ ସୀମା ପାହୁଜା
୫୯ ବର୍ଷୀୟ ପାହୁଜା ବର୍ତ୍ତମାନ ଦିଲ୍ଲୀସ୍ଥିତ ସିବିଆଇ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ରେ ଏସ୍ପି ଭାବେ କାର୍ଯ୍ୟରତ । ଅନେକ ଚର୍ଚ୍ଚିତ ଓ ସମ୍ବେଦନଶୀଳ ମାମଲାର ତଦନ୍ତରେ ସେ ସାମିଲ ରହିଛନ୍ତି ।
What's Your Reaction?