ପାଇଖାନା ଟାଙ୍କି ନେଲା ୩ ଜୀବନ।
![ପାଇଖାନା ଟାଙ୍କି ନେଲା ୩ ଜୀବନ।](https://kalingascroll.in/uploads/images/202409/image_870x_66dace3fce8bc.jpg)
ପାଇଖାନା ଟାଙ୍କି ନେଲା ୩ ଜୀବନ। କଟକ ନରଣପୁର ସ୍ଥିତ ଡିଅନ ଆପାର୍ଟମେଣ୍ଟରେ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କର ହୋଇଛି ମୃତ୍ୟୁ । ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଟାଙ୍କି ଭିତରୁ ସମସ୍ତ ଶ୍ରମିକଙ୍କୁ କରିଛନ୍ତି ଉଦ୍ଧାର। ଏହା ପରେ ଗୁରୁତର ଅବସ୍ଥାରେ କଟକ ଏସସିବି ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବାକୁ ଯାଇ ଘଟିଛି ଏଭଳି ଅଘଟଣ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)