ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି ମାଓବାଦୀ

Sep 12, 2024 - 17:43
 0  1
ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି ମାଓବାଦୀ

ଗ୍ରାମବାସୀ ସମ୍ମୁଖରେ ପ୍ରଜାକୋର୍ଟ କରି ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଦେଇଛନ୍ତି ମାଓବାଦୀ। ଏପରି ଲୋମହର୍ଷ ଘଟଣା ଘଟିଛି ଛତିଶଗଡ ବିଜାପୁର ଜିଲ୍ଲା ଜଣ୍ଡାଲାଟରେ। ପୁଲିସ ଇନଫରର୍ମର ଅଭିଯୋଗ ପରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ପ୍ରଜାକୋର୍ଟରେ ମଦଭି ସୁଜା ଏବଂ ପୋଡିୟମ କୋସାଙ୍କୁ ମାଓବାଦୀ ଦେଇଛନ୍ତି ମୃତ୍ୟୁଦଣ୍ଡ। ସାଧାରଣ ଲୋକଙ୍କୁ ଭୟଭୀତ କରାଇବା ପାଇ ଏପରି ଘଟଣା ପ୍ରଥମ ଥର କରିଛନ୍ତି ମାଓବାଦୀ। ମାଓବାଦୀ ଦୁଇ ଜଣକ ଛାତିରେ ପୋଷ୍ଟର ଲଗାଇ ଦେଇଛନ୍ତି ମୃତ୍ୟୁ ଦଣ୍ଡ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ପୁଲିସ ।

What's Your Reaction?

like

dislike

love

funny

angry

sad

wow