ବସକୁ ଧକ୍କା ଦେଲା ଟ୍ଯାଙ୍କର, ୬ ମୃତ

ଉତ୍ତରପ୍ରଦେଶ କନୌଜରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସକୁ ଏକ ଟ୍ଯାଙ୍କର ଧକ୍କା ଦେବା ଫଳରେ ୬ ଯାତ୍ରୀଙ୍କ ମୃତ୍ଯୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ହୋଇଛନ୍ତି ଆହତ ।। ଆଗ୍ରା ଏକ୍ସପ୍ରେସ ୱେରେ ବସଟି ଲକ୍ଷ୍ମୌରୁ ଦିଲ୍ଲୀ ଯିବା ବେଳେ ଅଘଟଣ ଘଟିଥିବା ମିଳିଛି ସୂଚନା।
What's Your Reaction?






