ସିମାନ୍ତରେ ଯବାନଙ୍କୁ ମିଳିଛି ସଫଳତା

Sep 4, 2024 - 15:43
 0  4
ସିମାନ୍ତରେ ଯବାନଙ୍କୁ ମିଳିଛି ସଫଳତା

ବୌଦ୍ଧ-କନ୍ଧମାଳ ସିମାନ୍ତରେ ଯବାନଙ୍କୁ ମିଳିଛି ସଫଳତା । ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍ଓଜି ଯବାନ ଠାବ କରିଛନ୍ତି ମାଓ କ୍ୟାମ୍ପ। ଖବରପାଇ ଟୁଡିବାହାଲ ଜଙ୍ଗଲକୁ ଯାଇଥିଲେ ଏସଓଜି ଯବାନ। ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରୁ ଜବତ ହୋଇଛି ମାଓବାଦୀଙ୍କ ପୋଷକ, ଔଷଧ, ସାଲାଇନ, ବିସ୍ଫୋରକ ଦ୍ରବ୍ୟ। ଏନେଇ ବୌଦ୍ଧ ଜିଲ୍ଲା ଏସପି ରାଜ ପ୍ରସାଦ ଦେଇଛନ୍ତି ସୂଚନା। 

What's Your Reaction?

like

dislike

love

funny

angry

sad

wow