୧୦୦୦ କୋଟି ଟଙ୍କାର ଆୟ ପରେ କର୍ଣ୍ଣଙ୍କ ଝଲକ୍ ଦେଖାଇଲେ ନିର୍ମାତା

Jul 14, 2024 - 13:27
 0  3
୧୦୦୦ କୋଟି ଟଙ୍କାର ଆୟ ପରେ କର୍ଣ୍ଣଙ୍କ ଝଲକ୍ ଦେଖାଇଲେ  ନିର୍ମାତା

ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କାର ଦମ୍‌ଦାର୍‌ ଆୟ କରିଛି ‘କଳ୍କି ୨୮୯୮ ଏଡି’ । ଚଳଚ୍ଚିତ୍ରର ଏହି ସଫଳତାରେ ଖୁସି ହୋଇ ନିର୍ମାତା ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି କର୍ଣ୍ଣଙ୍କ ଲୁକ୍‌ର ଏକ ଭିଡିଓ । ଭିଡିଓରେ ପ୍ରଭାସ କର୍ଣ୍ଣ ରୂପରେ ଆସିଛନ୍ତି ନଜର । ତାଙ୍କର ଏହି ଅବତାର ପ୍ରଶଂସକଙ୍କୁ ଆସିଛି ବେଶ୍‌ ପସନ୍ଦ । ଏଥିସହ ତାଙ୍କ ରଥର ସାରଥୀଙ୍କର ଏକ ଅସ୍ପଷ୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ଦିଶା ପଟାନୀ, ଦୀପିକା ପାଦୁକୋନ ଓ କମଲ ହାସନ ।

What's Your Reaction?

like

dislike

love

funny

angry

sad

wow