ଅଗଷ୍ଟ ୯ ତାରିଖ ପରେ ଆଉଥରେ ଖୋଲିବ ସୁଭଦ୍ରା ପୋର୍ଟାଲ
The third installment of funds under the Subhadra Yojana will be disbursed on August 9, according to information shared by Deputy Chief Minister Pravati Parida. Additionally, the government will re-survey the applications of nearly 2 lakh women who had previously applied for the scheme but were excluded from the beneficiary list. Eligible applicants from this group will now receive the financial assistance. Furthermore, the Subhadra Portal will reopen after August 9, allowing young women aged 21 and above to apply online for the scheme.
ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହାସହ ଯୋଜନାର ଲାଭ ପାଇଁ ଆବେଦନ କରି ବାଦ ପଡ଼ିଥିବା ୨ ଲକ୍ଷ ମହିଳାଙ୍କ ଆବେଦନ ଉପରେ ପୁଣି ସର୍ବେକ୍ଷଣ କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ସରକାର।ସେହିପରି ଅଗଷ୍ଟ ୯ ତାରିଖ ପରେ ଆଉଥରେ ଖୋଲିବ ସୁଭଦ୍ରା ପୋର୍ଟାଲ,ଯେଉଁଥିରେ ୨୧ ବର୍ଷ ହୋଇଥିବା ଯୁବତୀମାନେ କରିପାରିବେ ଆବେଦନ।
Jangyaseni Parida