ଇସ୍ରାଏଲ ସ୍କୁଲରେ ଉପରେ ରକେଟ ମାଡ , ଆଖି ବୁଜିଲେ ୧୦୦

Aug 10, 2024 - 13:20
 0  5
ଇସ୍ରାଏଲ ସ୍କୁଲରେ ଉପରେ ରକେଟ ମାଡ , ଆଖି ବୁଜିଲେ ୧୦୦

ବିସ୍ଥାପିତ ଶରଣ ନେଇଥିବା ଏକ ସ୍କୁଲରେ ରକେଟ ମାଡ କରିଛି ଇସ୍ରାଏଲ  । ଘଟଣାସ୍ଥଳରେ  ପ୍ରାଣ ହରାଇଛନ୍ତି ୧୦୦ ଜଣ । ଆକ୍ରମଣ ସମୟରେ ସ୍କୁଲରେ ଥିଲେ ପିଲାମାନେ। କ୍ଷେପଣାସ୍ତ୍ର ମାଡ଼ ଏତେ ଭୟଙ୍କର ଥିଲା ଯେ ଜିଅନ୍ତା ଜଳି ଯାଇଛନ୍ତି କେତେକ ପିଲା।ଇସ୍ରାଏଲ କହିଛି ଯେ ଏହା ଥିଲା ହମାସର କମାଣ୍ଡ ସେଣ୍ଟର। ଇସ୍ରାଏଲ ସେନା କହିଥିଲା ଯେ ଅଲ ତବାଇନ ସ୍କୁଲ ସ୍ଥିତ ହମାସ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରରେ ସକ୍ରିୟ ହମାସ ଆତଙ୍କବାଦୀଙ୍କ ଉପରେ ସଠିକ ଆକ୍ରମଣ କରିଛି  ।  ସେପଟେ ଗାଜାର ନାଗରିକ ସୁରକ୍ଷା ମଞ୍ଚ ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣାକୁ ଭୟାନକ ନରସଂହାର କହିଛି  । ଏହାକୁ ନେଇ ସାରା ବିଶ୍ବରେ ପ୍ରକାଶ ପାଇଛି ଉଦବେଗ । 

What's Your Reaction?

like

dislike

love

funny

angry

sad

wow