ଏପ୍ରିଲ ୨୭ରୁ ଖରା ଛୁଟି
Considering the heatwave conditions, Chief Minister Mohan Charan Majhi has announced early summer vacation in the state. All government, government-aided, and private schools across Odisha will remain closed from April 27. This decision has been taken keeping in mind the safety of children. The Chief Minister has approved the proposal of the School and Mass Education Department in this regard. However, previously scheduled examinations, census work, and other official duties will continue as planned.
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏପ୍ରିଲ ୨୭ରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ଏହି ନିଷ୍ପତ୍ତି। ଗଣଶିକ୍ଷା ବିଭାଗର ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଜାରିରହିବ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା,ଜନଗଣନା କାର୍ୟ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ କାମ।
What's Your Reaction?