ଓଡ଼ିଶାର ମାଟି ତଳେ ରହିଛି ହୀରାର ଭଣ୍ଡାର

Mar 19, 2026 - 16:50
 0  1
ଓଡ଼ିଶାର ମାଟି ତଳେ ରହିଛି ହୀରାର ଭଣ୍ଡାର

ଓଡ଼ିଶାର ମାଟି ତଳେ ରହିଛି ହୀରାର ଭଣ୍ଡାର।ନୂଆପଡା କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।।ସେହିଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ହିଞ୍ଜିଳିବାହାଲ-ଜିଲିଙ୍ଗିବାରଠାରେ ମାଣିକ ଥିବା ମିଳିଛି ସୂଚନା। ଅନ୍ୟପଟେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ତମ୍ବାବାହୀ ପଥର, ଗ୍ରାଫାଇଟ, ନିକେଲ ସହ ଚିହ୍ନଟ କରାଯାଇଛି ସୁନା। ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନା ପଥର ଥିବା ସନ୍ଧାନ ମିଳିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow