କଟକରେ ୬ ବର୍ଷର ଏକ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

କଟକରେ ୬ ବର୍ଷର ଏକ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

କଟକରେ ପୁଣି ୬ ବର୍ଷର ଏକ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟର ଶିଶୁ ଭବନରେ କରାଯାଇଥିଲା ଭର୍ତ୍ତି ।ଏହାପରେ ଶିଶୁ କନ୍ୟା ଜଣଙ୍କ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଏସ୍‌ସିବିକୁ କରାଯାଇଛି  ସ୍ଥାନାନ୍ତର ।ଏନେଇ ପରିବାର ପକ୍ଷରୁ ରୁଜୁ କରାଯାଇଛି ମାମଲା। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା। ତେବେ ଦୁଷ୍କର୍ମ କରି ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଗିରଫ କରିଛି ପୋଲିସ ।