ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି
ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ପାଲଟିବେ ବଣ୍ଡାଘାଟିର ପ୍ରଥମ ଡାକ୍ତର।ନିଟ୍ ପରୀକ୍ଷାରେ ସଫଳତା ପାଇବା ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ପଢିବେ ପାଠ । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବଣ୍ଡା ଅଞ୍ଚଳବାସୀଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ ।
What's Your Reaction?