ଥାନାରେ ପହଞ୍ଚିଲା ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମାମଲା

The incident related to the suspension of rituals and keeping Lord Lingaraj fasting during Makar Sankranti has reached the police station. Amarendra Garabadu has filed a written complaint against Temple Executive Officer Rudra Narayan Mahanti. Due to a dispute between the Brahmin Nijog and Badu Nijog over the Kheera Auta ritual, Lord Lingaraj remained fasting and temple rituals were halted. However, the rituals of Lord Lingaraj have returned to normal since yesterday.

Jan 16, 2026 - 13:57
 0  4
ଥାନାରେ ପହଞ୍ଚିଲା ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ମାମଲା

ଥାନାରେ ପହଞ୍ଚିଲା ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିବା ଓ ଭୋକିଲା ରଖିବା ଘଟଣା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଅମରେନ୍ଦ୍ର ଗରାବଡୁ । କ୍ଷୀର ଆଉଟା ନୀତିକୁ ନେଇ ବ୍ରାହ୍ମଣ ନିଯୋଗ ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଉପାସ ଥିଲେ ମହାପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି। ଗତକାଲିଠୁ ଲିଙ୍ଗରାଜ ପ୍ରଭୁଙ୍କ ନୀତିକାନ୍ତି ହୋଇଛି ସ୍ୱାଭାବିକ ।

What's Your Reaction?

like

dislike

love

funny

angry

sad

wow