ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହଟ୍ଟଗୋଳ

Nov 7, 2024 - 12:51
 0  2
ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହଟ୍ଟଗୋଳ

ଧାରା ୩୭୦କୁ ନେଇ ଜମ୍ମୁକାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ହଟ୍ଟଗୋଳ। ସାମ୍ନାକୁ ଆସିଲା ବିଧାୟକ ଓ ନେତା ପରସ୍ପରଙ୍କୁ ମୁଥ ମାରୁଥିବାର ଭିଡ଼ିଓ । ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ମଧ୍ୟରେ ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ, ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ ଯାଇଛି କଥା।ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍ଶାଲ ମାନଙ୍କୁ କରିବାକୁ ପଡିଥିଲା ହସ୍ତକ୍ଷେପ । 

What's Your Reaction?

like

dislike

love

funny

angry

sad

wow