ବଢିଲା ଧାନକିଣା ଅବଧି

Apr 1, 2026 - 16:42
 0  1
ବଢିଲା ଧାନକିଣା ଅବଧି

ଖରିଫ ଧାନକିଣା ଅବଧି ଆଉ ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ  ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସାରିଛୁ। ଧାନ ଦେଲେଣି ୧୮ ଲକ୍ଷ ୬୪ ହଜାର ଚାଷୀ । କିପରି ଜଣେ ମଧ୍ୟ ଚାଷୀଙ୍କ ଟୋକନ ଲାପ୍ସ ନହେବ ସେ ଦିଗରେ କାମ କରୁଛନ୍ତି ସରକାର ।

What's Your Reaction?

like

dislike

love

funny

angry

sad

wow