ବର୍ଷା ପରେ ପାଗରେ ଆସିବ ପରିବର୍ତ୍ତନ

Dec 9, 2024 - 14:48
 0  4
ବର୍ଷା ପରେ ପାଗରେ ଆସିବ ପରିବର୍ତ୍ତନ

ବର୍ଷା ପରେ ପାଗରେ ଆସିବ ପରିବର୍ତ୍ତନ । ବୁଧବାରଠାରୁ ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ ରାତି ତାପମାତ୍ରା । ଏବେ ଅଧିକାଂଶ  ସ୍ଥାନରେ ରାତି ତାପମାତ୍ରା ୧୫ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଦୁଇ ଦିନ ପରେ ପାରଦ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

What's Your Reaction?

like

dislike

love

funny

angry

sad

wow