ବଢ଼ୁଛି କମଲା ହାରିସଙ୍କ ସମର୍ଥକଙ୍କ ସଂଖ୍ୟା
ବଢ଼ୁଛି କମଲା ହାରିସଙ୍କ ସମର୍ଥକଙ୍କ ସଂଖ୍ୟା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଦଳର ପ୍ରାର୍ଥିତ୍ତ୍ୱ ଦୌଡ଼ରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଓହରିଯିବା ପରେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ପ୍ରତି ବଢ଼ି ଚାଲିଛି ସମର୍ଥନ । ସେପଟେ ବହୁ ପଛରେ ପଡି ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ।ସେହିପରି ପୂର୍ବତନ ଗୃହ ବାଚସ୍ପତି ନାନ୍ସି ପେଲୋସି ମଧ୍ୟ ହାରିସଙ୍କୁ ଜଣାଇଛନ୍ତି ସମର୍ଥନ ।
What's Your Reaction?