ମହାକାଶ ଗଲା ଆକ୍ସିଅମ୍-୪ ଅଭିଯାନ, ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା
The long wait has finally ended. At 12:01 PM IST, the much-anticipated Axiom Mission-4 (Ax-4) successfully launched from NASA’s Kennedy Space Center. The SpaceX mission Ax-4 took off toward space, carrying three astronauts along with Indian astronaut Group Captain Shubhangshu Shukla, who has now made history by heading to the International Space Station (ISS). This mission had previously been postponed five times. However, after a journey of approximately 28 hours, the spacecraft is scheduled to dock with the ISS on Thursday around 4:30 PM IST.

ଅପେକ୍ଷାର ହେଲା ଅନ୍ତ।ଶେଷରେ ଭାରତୀୟ ସମୟ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ବହୁ ପ୍ରତୀକ୍ଷିତ ଆକ୍ସିଅମ୍ ଅଭିଯାନ-୪ ହୋଇଛି ଆରମ୍ଭ । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ ।୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇ ଇତିହାସ ରଚିଛନ୍ତି ଭାରତୀୟ ମହାକାଶଚାରୀ ବା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା । ପୂର୍ବରୁ ୫ ଥର ବାତିଲ କରାଯାଇଥିଲା ଏହି ଅଭିଯାନ । ତେବେ ୨୮ ଘଣ୍ଟାର ଯାତ୍ରା ପରେ, ଗୁରୁବାର ଅପରାହ୍ନ ପ୍ରାୟ ୪.୩୦ରେ ଏହି ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ସହିତ ଡକ୍ ହେବାର ରହିଛି ସୂଚନା ।
What's Your Reaction?






