ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ ଗିରଫ

Feb 24, 2026 - 16:04
 0  1
ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ ଗିରଫ

ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଯୁବ କଂଗ୍ରେସର ‘ଅର୍ଦ୍ଧନଗ୍ନ ବିରୋଧ ପ୍ରଦର୍ଶନ ଉପରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ଉଦୟ ଭାନୁ ଚିବଙ୍କୁ ଆଜି ଗିରଫ କରିଛି ଦିଲ୍ଲୀ ପୁଲିସ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇସାରିଛନ୍ତି ସାତ ଜଣ କଂଗ୍ରେସ କର୍ମୀ।ସେମାନଙ୍କ ଉପରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଏକତା ପ୍ରତି ପକ୍ଷପାତୀ ବୟାନ ଦେବା ଭଳି ରହିଛି ଅନେକ ଅଭିଯୋଗ ।ଉଦୟଭାନୁଙ୍କ ଗିରଫକୁ ନେଇ କଂଗ୍ରେସରେ ଦେଖିବାକୁ ମିଳିଛି କଡ଼ା ପ୍ରତିକ୍ରିୟା। 

What's Your Reaction?

like

dislike

love

funny

angry

sad

wow