ରାଜ୍ୟସଭା ନିର୍ବାଚନ ଲାଗି ଚାଲିଛି ମତଦାନ।
ରାଜ୍ୟସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । ବିଧାୟକଙ୍କ ହାତରେ ରହିଛି ମନମୋହନ ସାମଲ, ସୁଜିତ କୁମାର, ସଂତୃପ୍ତ ମିଶ୍ର, ଡାକ୍ତର ଦତ୍ତେଶ୍ୱର ହୋତା ଓ ଦିଲ୍ଲୀପ ରାୟଙ୍କ ଭାଗ୍ୟ । ସକାଳ ୯ ରୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ ମତଦାନ। ଅପରାହ୍ନ ୫ ଟାରେ ହେବ ଗଣତି । ଏହାପରେ ପ୍ରକାଶ ପାଇବ ଫଳାଫଳ।
What's Your Reaction?