ହଟିଲେ ମହିଳା କମିଶନ ଅଧ୍ୟକ୍ଷା

Nov 11, 2024 - 13:51
 0  4
ହଟିଲେ ମହିଳା କମିଶନ ଅଧ୍ୟକ୍ଷା

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା,ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଜାରି ହୋଇଛି ବିଜ୍ଞପ୍ତି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ବିଦା ହୋଇଛନ୍ତି ମିନତି ।ପୂର୍ବରୁ ମିନତିଙ୍କୁ ସୋ' କଜ୍‌ ନୋଟିସ୍‌ କରିଥିଲା ବିଭାଗ । ସୋ' କଜ୍‌ର ଜବାବ ମଧ୍ଯ ଦେଇଥିଲେ ମିନତି । କିନ୍ତୁ ସ୍ପଷ୍ଟୀକରଣ ଓ ଜବାବ ସନ୍ତୋଷଜନକ ନୁହେଁ ବୋଲି କହିଛି ବିଭାଗ ।

What's Your Reaction?

like

dislike

love

funny

angry

sad

wow