ଆସନ୍ତା କାଲିଠାରୁ ରାଜ୍ୟରେ ବଦଳିବ ପାଗ
ଆସନ୍ତା କାଲିଠାରୁ ରାଜ୍ୟରେ ବଦଳିବ ପାଗ। ଝଡ଼ବର୍ଷା ପ୍ରଭାବରେ କମିବ ତାତି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ରାୟଗଡ଼ା, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି କମଳା ସତର୍କତା।
What's Your Reaction?