କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Feb 3, 2026 - 16:05
 0  0
କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମର ମା’ ତାରାତାରିଣୀ ପୀଠରୁ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ  ୨ ଶହ ବର-କନ୍ୟାଙ୍କ କରାଯାଇଛି ସାମୁହିକ ବିବାହ। ପ୍ରତ୍ୟେକ ବିବାହ ପାଇଁ ୬୦ ହଜାର ଟଙ୍କା ବ୍ୟୟ କରିବେ ସରକାର।ବାଲ୍ୟ ବିବାହ ସହିତ ଯୌତୁକ ପ୍ରଥା ରୋକିବ ଏହି ଯୋଜନା।

 

What's Your Reaction?

like

dislike

love

funny

angry

sad

wow