ବାଂଲାଦେଶ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

The International Cricket Council (ICC) has rejected Bangladesh’s request regarding the T20 World Cup. Bangladesh had appealed to the ICC to shift its T20 World Cup matches out of India. However, the ICC has turned down the request for a change of venue for the T20 World Cup. The global cricket body has made it clear that Bangladesh will have to travel to India to participate in the World Cup matches. Failure to do so, the ICC warned, will result in the loss of points.

Jan 7, 2026 - 18:10
 0  11
ବାଂଲାଦେଶ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କଲା କ୍ରିକେଟର ପ୍ରଶାସକ ସଂସ୍ଥା ଆଇସିସି। ବାଂଲାଦେଶ ଆଇସିସି କୁ ଭାରତରୁ T20 ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ କରିଥିଲା ଅନୁରୋଧ । ଟି-୨୦ ବିଶ୍ୱକପ୍ ପାଇଁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି  । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ସ୍ପଷ୍ଟ ଭାବରେ କହିଛି ଯେ,ବାଂଲାଦେଶକୁ ବିଶ୍ୱକପ୍ ଖେଳିବା ପାଇଁ  କରିବାକୁ ପଡିବ ଭାରତ ଯାତ୍ରା । ଏହା ନ କଲେ ହରାଇବାକୁ ପଡିବ ପଏଣ୍ଟ ।

What's Your Reaction?

like

dislike

love

funny

angry

sad

wow