ସୋନମାର୍ଗ ସୁଡଙ୍ଗର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

Jan 13, 2025 - 15:23
 0  1
ସୋନମାର୍ଗ  ସୁଡଙ୍ଗର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଆଜି କାଶ୍ମୀରରେ ଜେଡ୍ ମୋଡ୍ ବା ସୋନମାର୍ଗ ସୁଡଙ୍ଗର ଲୋକାପର୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୨୭ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସାଢେ ୬ କିଲୋମିଟର ଲମ୍ବ ସୁଡଙ୍ଗ।ଏହି ସୁଡ଼ଙ୍ଗ ରାସ୍ତା ଖୋଲିବା ଫଳରେ ସୋନମାର୍ଗରୁ ଗୁଲମର୍ଗ ଯାତ୍ରା ହେବ ସୁବିଧା । ମାତ୍ର ୧୫ ମିନିଟରେ ସହଜରେ ପାର୍ କରିହେବ  ସାଢ଼େ ସାତ କିଲୋମିଟର ରାସ୍ତା । ପର୍ଯ୍ୟଟକଙ୍କ ପାଇଁ ପାହାଡ଼ିଆ ରାସ୍ତାରେ ମଧ୍ଯ ଆଉ ବାଧକ ହେବ ନାହିଁ ବରଫ ବର୍ଷା ।ସେହିପକି ପ୍ରତି ଘଣ୍ଟାରେ ଏହି ସୁଡଙ୍ଗ ଦେଇ ପାର୍ ହେବେ  ୧୦ ହଜାର ଗାଡ଼ି  ।

What's Your Reaction?

like

dislike

love

funny

angry

sad

wow