୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ପଡି କାର୍ଡ

Jan 9, 2025 - 15:30
 0  10
୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ପଡି କାର୍ଡ

୩୧ ଜାନୁଆରୀ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ପଡି କାର୍ଡ। ଆଉ ମିଳିବନି ରାସନ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା  ୪୯ ଲକ୍ଷ ହିତାଧିକାରୀ  କରିନାହାଁନ୍ତି  ଇ-କେୱାଇସି। ଇ-କେୱାଇସି ସରିବା ପରେ ହିଁ  ମିଳିବ ନୂଆ ପଡି କାର୍ଡ। ପୂର୍ବରୁ ମଧ୍ୟ ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ ସରକାର ।  

 

What's Your Reaction?

like

dislike

love

funny

angry

sad

wow