ଅନୁଭବ ମହାନ୍ତିଙ୍କୁ ବଡ ଝଟକା; ଜାରି ରହିବ ଯୌତୁକ ନିର୍ଯାତନା ମାମଲା

Jan 30, 2026 - 15:41
 0  2
ଅନୁଭବ ମହାନ୍ତିଙ୍କୁ ବଡ ଝଟକା; ଜାରି ରହିବ ଯୌତୁକ ନିର୍ଯାତନା ମାମଲା

ଓଲିଉଡ୍ ତାରକା ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ ଝଟକା । ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ଉଚ୍ଚନ୍ୟାୟଳୟ। ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ ଅଦାଲତଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ  ବର୍ଷା ପ୍ରିୟଦର୍ଶିନୀ । 

 

What's Your Reaction?

like

dislike

love

funny

angry

sad

wow