ଆଗାମୀ ଦିନରେ ୫୬ ହଜାର ହେବ ସୁନା ଦର

Apr 5, 2025 - 11:10
 0  4
ଆଗାମୀ ଦିନରେ ୫୬ ହଜାର ହେବ ସୁନା ଦର

ଆଗାମୀ ଦିନରେ କମିବ ସୁନା ଦର । ୫୬ ହଜାର ଟଙ୍କା ବା  ୪୦ ପ୍ରତିଶତ ପର୍ୟ୍ୟନ୍ତ ସୁନା ଏବଂ ରୁପା ଦର ଖସିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ । ଏପରି ହେଲେ  ମଧ୍ୟବର୍ଗଙ୍କ ପାଇଁ ପୁଣି ସୁନା କିଣିବା ହେବ ସମ୍ଭବପର । ଗତ ବର୍ଷକ ମଧ୍ୟରେ  ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ସୁନା ଦର।  ହେଲେ ଏଥିରେ ବିପୁଳ କ୍ଷତି ସହିବେ ନିବେଶକ।ଅନ୍ୟପଟେ ଆଜି ବର୍ଦ୍ଧିତ ସୁନା ଓ ରୁପା ଦରରୁ ମିଳିଛି  ସାମାନ୍ୟ ଆଶ୍ବସ୍ତି । ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ୧୭୪୦ ଟଙ୍କା ହୋଇଛି ଶସ୍ତା ।

What's Your Reaction?

like

dislike

love

funny

angry

sad

wow