ଆସୁଛି ବଡ଼ ଲଘୁଚାପ

Feb 18, 2026 - 16:29
 0  2
ଆସୁଛି ବଡ଼ ଲଘୁଚାପ

ଶୀତ ବିଦାୟ ନେବା ସହିତ କିଛି ଅଞ୍ଚଳରେ ବର୍ଷା ହେବାର ରହିଛି ସମ୍ଭାବନା। କାରଣ ଆସୁଛି ଏକ ବଡ଼ ଲଘୁଚାପ। ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଠି ହେବାର ରହିଛି ସମ୍ଭାବନା ।ଏହାର ପ୍ରଭାବରେ ଆସନ୍ତା ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ହେବ ପ୍ରବଳ ବର୍ଷା।ତାମିଲନାଡୁ, ପୁଡୁଚେରୀ ଏବଂ କେରଳରେ ମଧ୍ୟ ବର୍ଷା ହେବାର ରହିଛି ସମ୍ଭାବନା। ଏଭଳି ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ।

What's Your Reaction?

like

dislike

love

funny

angry

sad

wow