ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ବିମାନ
ଆମେରିକା ମେନ ରାଜ୍ୟର ବାଙ୍ଗୋର୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ବଡ଼ ବିଳାସମୟ ୧୯- ଯାତ୍ରୀବାହୀ ବିମାନ । ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ ଅନୁଯାୟୀ, ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର୍ ୬୦୦ ବିମାନଟିଏ ଉଡ଼ୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ମୋଟ ୮ ଜଣ ଲୋକ ଥିବାବେଳେ ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ନେଇ ମିଳିନାହିଁ କୌଣସି ସୂଚନା।
What's Your Reaction?